ମହାଦେବଙ୍କ ରୁଦ୍ରଶୂଳ ପ୍ରାପ୍ତ ହେଲେ କଂସ

ମଥୁରାନଗରୀ : ମଥୁରାରେ କପଟ ଧନୁଯାତ୍ରା ରଚିଥିବା ମହାରାଜା କଂସ ଭଣଜା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପକ୍କା ଯୋଜନା କରିଥିଲେ ବି ମୃତ୍ୟୁ ଭୟରୁ ମୁକ୍ତ ହୋଇପାରୁନାହାନ୍ତି । ଦୈବୀବାଣୀ ତାଙ୍କୁ ବାରମ୍ବାର […]

‘ଲୋକସେବା ଭବନରେ ରିଲ୍ସ କଲେ ଆକ୍ସନ୍, ଗାଇଡଲାଇନ୍ ଆଣିବ ଗୃହ ବିଭାଗ’

ଭୁବନେଶ୍ଵର, ୦୨/୦୧ : ଲୋକସେବା ଭବନରେ ରିଲ୍ସ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉଦବେଗ। ଖୁବଶୀଘ୍ର ଗୃହ ବିଭାଗ ଆଣିବ ଗାଇଡଲାଇନ୍। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସର କୌଣସି […]

୨୦୨୬ରେ ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ ଇତିହାସ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ

କଟକ: ପ୍ରାଚୀନ କଳିଙ୍ଗରେ ସାଧବପୁଅମାନେ କେମିତି କରୁଥିଲେ ନୌବାଣିଜ୍ୟ? ବିଶାଳ ସମୁଦ୍ର ପଥରେ କେମିତି ବୋଇତରେ ସାତଦରିଆ ପାର୍ ହେଉଥିଲେ? କୌଣସି ପ୍ରକାର ଯନ୍ତ୍ରଚାଳିତ ବ୍ୟବସ୍ଥାର ସାହାରା ନନେଇ ଓଡ଼ିଶା ମାଟିରୁ ସାଧବ ପୁଅମାନେ […]

ପ୍ରତ୍ୟେକ ମାସରେ ଜିଲ୍ଲାପାଳ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ : ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, :  ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମ.ଭି. ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ […]

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜିଠୁ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକସେବା ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ […]

‘ସାର୍ବଜନୀନ କ୍ଷେତ୍ର ବୀମା ଶିଳ୍ପର ସୁରକ୍ଷା ଏବଂ ସୁଦୃଢ଼ୀକରଣକୁ ବ୍ୟାପକ କରାଯିବ’

ଭୁବନେଶ୍ୱର : ସାର୍ବଜନୀନ କ୍ଷେତ୍ର ବୀମା ଶିଳ୍ପର ସୁରକ୍ଷା ଏବଂ ସୁଦୃଢ଼ୀକରଣକୁ ବ୍ୟାପକ କରାଯିବ ବୋଲି ଅଖିଳ ଭାରତୀୟ ବୀମା କର୍ମଚାରୀ ସଂଘ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ଅଖିଳ ଭାରତୀୟ ବୀମା କର୍ମଚାରୀ […]

ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ବଡ଼ଦାଣ୍ଡରେ ଜମିଲା ଭିଡ଼

ପୁରୀ, ୦୧/୦୧: ବିଦାୟ ନେଇଛି ବର୍ଷ ୨୦୨୫, ଆସିଛି ୨୦୨୬ । ସବୁଠି ଇଂରାଜୀ ନବବର୍ଷ ପାଇଁ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ବର୍ଷର ଆରମ୍ଭ ଦିନରେ ଜଗା ଦୁଆରେ ପ୍ରଣିପାତ କରି ନୂଆ ଉତ୍ସାହ ସହ […]

ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା; ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ,: ଅନୁଗୁଳରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ, ବିକଶିତ ଓଡ଼ିଶା ଏବଂ ଭାରତ ଗଠନ […]

ଖ୍ରୀଷ୍ଟ୍‌ମାସରେ ନେକ୍ସସ୍ ଏସ୍‌ପ୍ଲାନେଡ୍‌ ଭୁବନେଶ୍ୱରରେ ଉତ୍ସବର ଆନନ୍ଦ ଅନୁଭବ କରନ୍ତୁ

ଭୁବନେଶ୍ୱର : ଏହି ଖ୍ରୀଷ୍ଟମାସ ଋତୁରେ, ନେକ୍ସସ୍ ଏସ୍‌ପ୍ଲାନେଡ୍‌, ଭୁବନେଶ୍ୱର ଆପଣଙ୍କୁ ଏକ ଅ ଭୂତପୂର୍ବ ଅନୁଭୂତି ସହିତ ଉତ୍ସବକୁ ଉପଭୋଗ କରିବାକୁ ସ୍ୱାଗତ କରୁଛି । ଚିତ୍ତାକର୍ଷକ ସଂଗୀତ ରାତି ଠାରୁ ଆରମ୍ଭ […]

ଫିକିଓଥେରାପି ଉତ୍କର୍ଷତାକୁ ଆଗକୁ ନେବା ପାଇଁ କେୟାର ହସ୍ପିଟାଲସ ପକ୍ଷରୁ ‘କେୟାର ରିବାଉଣ୍ଡ’ ଆୟୋଜିତ

ଭୁବନେଶ୍ୱର : ସିରୋନିକ୍ସ ମେଡଟେକ୍ ସହ‌ଯୋଗରେ କେୟାର ହସ୍ପିଟାଲସ, ଭୁବନେଶ୍ବର ସଫଳତାର ସହ କେୟାର ରେବାଉଣ୍ଡ୍: ଓଡ଼ିଶାରେ ପାୟୋନିଅର୍ ଫିଜିଓଥେରାପି ଡେଭଲପମେଣ୍ଟ୍ ଆୟୋଜନ କରିଥିଲେ, ଯାହା ରାଜ୍ୟରେ ଫିଜିଓଥେରାପି ଅଭ୍ୟାସକୁ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖୁଥୁଲା। […]