ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନୟାଗନ’ ଟ୍ରେଲର ଡେଟ୍ ଆଉଟ୍

ମୁମ୍ୱାଇ,୦୨/୦୧: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନୟାଗନ’। ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ଫିଲ୍ମ ଟ୍ରେଲରର ରିଲିଜ ତାରିଖ ଘୋଷଣା ହୋଇଛି। […]