ଭୁବନେଶ୍ଵର: ଆପୋଲୋ ହସ୍ପିଟାଲ୍ ଭୁବନେଶ୍ବର, ଆଜି “ପେଡିଆଟ୍ରିକ୍ ହାର୍ଟ ସର୍ଜରୀ: ସମ୍ଭାବ୍ୟତା ଏବଂ ଆମର ସଫଳତା” ଶୀର୍ଷକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା। ଏହି ଅଧୂବେଶନ ସମୟରେ, ପ୍ରମୁଖ ଚିକିତ୍ସା ବିଶେଷଜ୍ଞମାନେ କ୍ଲିନିକାଲ୍ […]
Month: January 2026
ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ,ଜଣେ ମୃତ
ପୁରୀ,: ପୁରୀ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ । ଦୁର୍ଘଟଣାରେ ସ୍କୁଟିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ […]
ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନୟାଗନ’ ଟ୍ରେଲର ଡେଟ୍ ଆଉଟ୍
ମୁମ୍ୱାଇ,୦୨/୦୧: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନୟାଗନ’। ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ଫିଲ୍ମ ଟ୍ରେଲରର ରିଲିଜ ତାରିଖ ଘୋଷଣା ହୋଇଛି। […]
ଏମ୍ସରେ ପ୍ରତିଷ୍ଠା ହେବ କ୍ରିଟିକାଲ୍ କେୟାର୍ ହସ୍ପିଟାଲ୍
ଭୁବନେଶ୍ୱର,: ଚଳିତ ବର୍ଷ ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱର ପାଇଁ ଖୁବ ଭଲ ସମୟ ରହିଛି । ଭୁବନେଶ୍ୱରକୁ ଆସୁଥିବା ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଥିବା ଲକ୍ଷ୍ୟକୁ ଆଉ ପାଦେ […]
ଅନ୍ୟାୟ ଓ ଅତ୍ୟାଚାର ବିରୋଧୀ ସଂଗ୍ରାମର ଡିଏନଏ ଥିଲେ ମହତାବ
ଭୁବନେଶ୍ବର; ୨/୧: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି […]
ମହାଦେବଙ୍କ ରୁଦ୍ରଶୂଳ ପ୍ରାପ୍ତ ହେଲେ କଂସ
ମଥୁରାନଗରୀ : ମଥୁରାରେ କପଟ ଧନୁଯାତ୍ରା ରଚିଥିବା ମହାରାଜା କଂସ ଭଣଜା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପକ୍କା ଯୋଜନା କରିଥିଲେ ବି ମୃତ୍ୟୁ ଭୟରୁ ମୁକ୍ତ ହୋଇପାରୁନାହାନ୍ତି । ଦୈବୀବାଣୀ ତାଙ୍କୁ ବାରମ୍ବାର […]
‘ଲୋକସେବା ଭବନରେ ରିଲ୍ସ କଲେ ଆକ୍ସନ୍, ଗାଇଡଲାଇନ୍ ଆଣିବ ଗୃହ ବିଭାଗ’
ଭୁବନେଶ୍ଵର, ୦୨/୦୧ : ଲୋକସେବା ଭବନରେ ରିଲ୍ସ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉଦବେଗ। ଖୁବଶୀଘ୍ର ଗୃହ ବିଭାଗ ଆଣିବ ଗାଇଡଲାଇନ୍। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସର କୌଣସି […]
୨୦୨୬ରେ ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ ଇତିହାସ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ
କଟକ: ପ୍ରାଚୀନ କଳିଙ୍ଗରେ ସାଧବପୁଅମାନେ କେମିତି କରୁଥିଲେ ନୌବାଣିଜ୍ୟ? ବିଶାଳ ସମୁଦ୍ର ପଥରେ କେମିତି ବୋଇତରେ ସାତଦରିଆ ପାର୍ ହେଉଥିଲେ? କୌଣସି ପ୍ରକାର ଯନ୍ତ୍ରଚାଳିତ ବ୍ୟବସ୍ଥାର ସାହାରା ନନେଇ ଓଡ଼ିଶା ମାଟିରୁ ସାଧବ ପୁଅମାନେ […]
ପ୍ରତ୍ୟେକ ମାସରେ ଜିଲ୍ଲାପାଳ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ : ଉପ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, : ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମ.ଭି. ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ […]
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜିଠୁ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକସେବା ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ […]
